ଚେନ୍ନାଇରେ ଥିଲାବେଳେ ମୋ ଅଫିସଟା ଥିଲା ପଞ୍ଚମ ମହଲାରେ । ସଂଧ୍ୟାବେଳେ ଅଫିସର ପରଦାଟି
ଟାଣିଦେଲେ କାଚଘରର ସେପାଖରେ ଦେଖାଯାଏ ତ୍ରିଭାନମିୟୁର ମେଟ୍ରୋ ଷ୍ଟେସନ । ମଝିରେ କଳା
ରଙ୍ଗର ରାସ୍ତା । ବିଭିନ୍ନ ମଡେଲର କାର, ବାଇକ ଓ ମାଟିଆ ବସ୍ ରେ ଛୁଟୁଥାନ୍ତି ଲୋକମାନେ
ସେ ରାସ୍ତାରେ । କାଚ କାନ୍ଥର ଅଫିସ ଭିତରକୁ ଆସେନା ବାହାରର କୋଳାହଳ । ଲକ୍ଷ୍ୟ
କରୁଥାଏ ମୁଁ ଲୋକଙ୍କର ଏ ଧାଁ ଦଉଡ଼କୁ । ମୋର ମନେ ପଡିଯାଏ ଅନେକ ଦିନ ତଳେ ପ୍ରଜାତନ୍ତ୍ର
ସାପ୍ତାହିକୀରେ ପଢିଥିବା ଭୀମ ପୃଷ୍ଟିଙ୍କର ଗପଟିଏ ।
"ହୋ ମଣିଷ ମାନେ, କୁଆଡେ ଧାଉଁଛ ସବୁ?"
"ହୋ ମଣିଷ ମାନେ, କୁଆଡେ ଧାଉଁଛ ସବୁ?"
No comments:
Post a Comment