ରାଜା ଝିଅ, ବୁଢ଼ୀ ଅସୁରୁଣୀ,
ଅବା ଜହ୍ନ ରାଇଜ ର
ପରୀ ରାଣୀ |
ଶୁଣୁ ଶୁଣୁ କଥା ତା'ର,
ମାଣ୍ଡିଆ କିଆରୀ ତଳୁ
ଆସିଯାଏ ନିଦ,
ଅଝଟିଆ ଶୈଶବ ମୋ
ହୋଇଯାଏ ବୋଧ ||
କେତେ ନିଜର ସେ
ମିଠା ମିଠା ଭାଷା,
ମୋ ମା' ହାତ ପରସା,
ଆମ ମାତୃଭାଷା ||
ଅବା ଜହ୍ନ ରାଇଜ ର
ପରୀ ରାଣୀ |
ଶୁଣୁ ଶୁଣୁ କଥା ତା'ର,
ମାଣ୍ଡିଆ କିଆରୀ ତଳୁ
ଆସିଯାଏ ନିଦ,
ଅଝଟିଆ ଶୈଶବ ମୋ
ହୋଇଯାଏ ବୋଧ ||
କେତେ ନିଜର ସେ
ମିଠା ମିଠା ଭାଷା,
ମୋ ମା' ହାତ ପରସା,
ଆମ ମାତୃଭାଷା ||
ମାଆ ଓ ମାତୃଭାଷା, ଦୁହେଁ ହେଲେ ଅତି ନିଜର ।
ReplyDeleteମାଆର ଅପମାନ କଲେ ଆଗକୁ ବଢ଼ିବା ଅସମ୍ଭବ ଆଉ ମାତୃଭାଷାକୁ ଅବହେଳା କଲେ ଆଗକୁ ଯାଇକି ବି ନ ଯିବା ଭଳି ।