ମୋ ପସନ୍ଦର ଦଶଟି ସର୍ବଶ୍ରେଷ୍ଠ ଓଡ଼ିଆ ଚଳଚ୍ଚିତ୍ର ଗୀତ
1. ମୟୁରୀ ଗୋ ତୁମ ଆକାଶେ ମୁଁ ବିନା ମହ୍ଲାରେ ମେଘ ସାଜିଲି
କଣ୍ଠ: ମହମ୍ମଦ ରଫି
ସଂଗୀତ: ଶାନ୍ତନୁ ମହାପାତ୍ର
ଗୀତ: ଜୀବନାନନ୍ଦ ପାଣି
ଚଳଚ୍ଚିତ୍ର: ଅରୁନ୍ଧତୀ
2. ହୃଦୟର ଏଇ ଶୁନ୍ୟତାକୁ, ଆଜି ପଚାରି ମୁଁ ଯେବେ ଶୁଣେ
କଣ୍ଠ: ଶେଖର ଘୋଷ
ସଂଗୀତ: ମୁସିର
ଗୀତ: ନିଜାମ
ଚଳଚ୍ଚିତ୍ର: ସମର ସଲିମ ସାଇମନ
3. ଯା ଯାରେ ଭାସି ଯା, ମନ ପବନ ନଉକା
କଣ୍ଠ: ନିର୍ମଳା ମିଶ୍ର
ସଂଗୀତ: ଶାନ୍ତନୁ ମହାପାତ୍ର
ଗୀତ: ଶିବବ୍ରତ ଦାସ
ଚଳଚ୍ଚିତ୍ର: ଚିଲିକା ତୀରେ
4. ରୁପା ଶଗଡିରେ ସୁନା କନିଆ
କଣ୍ଠ: ମହମ୍ମଦ ଅଜିଜ
ସଂଗୀତ: ଅକ୍ଷୟ ମହାନ୍ତି
ଗୀତ: ଦେବଦାସ ଛୋଟରାୟ
ଚଳଚ୍ଚିତ୍ର: ଜଗା ହାତରେ ପଘା
5. ଏ ବନର ଛାଇ, ଯହିଁ ପ୍ରଥମ ପ୍ରେମ ସପନ, ଯାଇଛି ସତ ହୋଇ
କଣ୍ଠ: ସୁମନ କଲ୍ୟାନପୁର, ଅମିତ କୁମାର
ସଂଗୀତ: ଭୁବନ- ହରି
ଗୀତ: ଗୁରୁକୃଷ୍ଣ ଗୋସ୍ବାମୀ
ଚଳଚ୍ଚିତ୍ର: ଗପ ହେଲେବି ସତ
6. ଅଭିମାନିନୀ ଅମାନିଆ ଢ଼େଉ
କଣ୍ଠ: ଆରତୀ ମୁଖାର୍ଜୀ
ସଂଗୀତ: ରାଜୁ ମିଶ୍ର, ବିଭୁ
ଗୀତ: ସଚି ମହାନ୍ତି
ଚଳଚ୍ଚିତ୍ର: ଉଲକା
7. ଜୀବନର ସବୁ ଦେଇ, ଯା ପାଇଁ ରହିଲି ଚାହିଁ
କଣ୍ଠ: ଇନ୍ଦ୍ରାଣୀ ମୁଖାର୍ଜୀ
ସଂଗୀତ: ବାସୁଦେବ ରଥ
ଗୀତ: ଦିନବନ୍ଧୁ ରଥ
ଚଳଚ୍ଚିତ୍ର: କାବେରୀ
8. ଏମିତି ରାତି, ସେ ଯେ ଅଭୁଲା ସ୍ମୃତି
କଣ୍ଠ: ପ୍ରଣବ ପଟ୍ଟନାୟକ, ଭୁବନେଶ୍ବରୀ ମିଶ୍ର
ସଂଗୀତ: ବାସୁଦେବ ରଥ
ଗୀତ: ବୃନ୍ଦାବନ ଜେନା
ଚଳଚ୍ଚିତ୍ର: ସଉତୁଣୀ
9. ସ୍ମୃତି ଏକ ରୁପାଜହ୍ନ
କଣ୍ଠ: ମହମ୍ମଦ ଅଜିଜ
ସଂଗୀତ: ଅକ୍ଷୟ ମହାନ୍ତି
ଗୀତ: ଦେବଦାସ ଛୋଟରାୟ
ଚଳଚ୍ଚିତ୍ର: ଚକା ଭଉଁରି
10. ମାଝିରେ
କଣ୍ଠ: ପ୍ରଣବ ପଟ୍ଟନାୟକ
ସଂଗୀତ: ପ୍ରଫୁଲ୍ଲ କର
ଗୀତ: ଶିବବ୍ରତ ଦାସ
ଚଳଚ୍ଚିତ୍ର: ଶେଷ ଶ୍ରାବଣ









