କିଛି କଥା କିଛି ଅନୁଭୁତି
Saturday, 4 October 2014
କିଛି ସ୍ମୃତି
ଲମ୍ବା ରାତି ପାହେନା
ତୁମ ସ୍ମୃତି ମନରୁ ଯାଏନା ।
ପଛ କଥା ଏବେ ବି ଆସୁଛି
ଚୁପି ଚୁପି ପାଦ ଚାପି ଚାପି
ଅସ୍ବସ୍ଥିକର ଏ ରାତି ଗୁମସୁମ
ଅନେକ କଥା କହିଯାଏ,
ଏତିକି ଜାଣିନି ବୋକୀ
କିଛି କଥା ଭୁଲିଯିବା ପାଇଁ ହୋଇଥାଏ
ଭୁଲିଯିବା ପାଇଁ ହୋଇଥାଏ ।
ଲମ୍ବା ରାତି ତଥାପି ପାହେନା
କିଛି ସ୍ମୃତି ମନରୁ ଯାଏନା ।
1 comment:
Sangram
2 April 2016 at 06:37
ସ୍ମୃତି, ସେ ଯେ ଶୀତ ସକାଳର କଅଁଳ ଖରାର ତାତି ।
Reply
Delete
Replies
Reply
Add comment
Load more...
Newer Post
Older Post
Home
Subscribe to:
Post Comments (Atom)
ସ୍ମୃତି, ସେ ଯେ ଶୀତ ସକାଳର କଅଁଳ ଖରାର ତାତି ।
ReplyDelete